ଅମାନବୀୟ “କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ”: ଢେଲା ମାରିଲେ

ଭୁବନେଶ୍ୱର : କରୋନା ଯୁଦ୍ଧରେ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା। ସେମାନଙ୍କ ହାତରେ ହିଁ ଏବେ ଦେଶର ଭାଗ୍ୟ, ଭବିଷ୍ୟତ। ମହାମାରୀରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସେମାନେ ଅହରହ ସଂଗ୍ରାମ କରି ଚାଲିଛନ୍ତି। କିନ୍ତୁ ସେହିଭଳି ଜଣେ କରୋନା ଯୋଦ୍ଧାଙ୍କୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ବାହାର ରାଜ୍ୟରୁ ଫେରିଥିବାରୁ ଗ୍ରାମବାସୀ ତାଙ୍କୁ ଘରେ ପୂରାଇ ଦେଲେନି। ସଂ‌ଗରୋଧ କେନ୍ଦ୍ରରେ ରହିବା ପାଇଁ ଯିବାରୁ ତାଙ୍କ ଉପରକୁ ଟେକା‌ପଥର ମାଡ଼ … Continue reading ଅମାନବୀୟ “କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ”: ଢେଲା ମାରିଲେ